Regional Office:
Regional Office, Odisha, Bhubaneswar, OdishaWhat's New
- Tender
- Circular
- Recruitment
About-us
ଆମ ବିଷୟରେ
ଓଡିଶା ରେ ଇ.ଏସ.ଆଇ. ଯୋଜନା ପ୍ରଥମେ 31.01.1960 ରେ 03 ଟି ଜିଲ୍ଲା ରେ ଥିବା 05 ଟି କେନ୍ଦ୍ର ଯଥା କଟକ, ଚୌଦ୍ୱାର, ବାରଙ୍ଗ, ରାଜଗାଙ୍ଗପୁର ଓ ବ୍ରଜରାଜନଗର ରେ କାର୍ଯକାରୀ ହୋଇଥିଲା ଓ 2300 ଶ୍ରମିକ ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଇ.ଏସ.ଆଇ. ଯୋଜନା 31.07.2022 ସୁଦ୍ଧା ଓଡିଶା ରେ ମୋଟ 30 ଟି ଜିଲ୍ଲା ମଧ୍ୟରୁ 20 ଟି ଜିଲ୍ଲା ରେ ପୂର୍ଣରୁପେ ଓ 4 ଚିଲ୍ଲା ରେ ଆଶିଂକ ଭାବେ କାର୍ଯକାରୀ ହୋଇଛି । ଏହି ଯୋଜନା ରେ ପ୍ରାଥମିକ ଚିକିତ୍ସା 41 ଟି ଡିସ୍ପେନସାରୀ ଓ 1 ଆଇ.ଏମ.ପି ମାଧ୍ୟମରେ, ମାଧ୍ୟମିକ ଚିକିତ୍ସା ବା ସେକେଣ୍ଡାରୀ କେୟାର 4 ଟି ଇ.ଏସ.ଆଇ.ଏସ ଡାକ୍ତରଖାନା, 2 ଟି ଇ.ଏସ.ଆଇ.ସି ଡାକ୍ତରଖାନା ଏବଂ 13 ଟି ଟାଇଅପ ହସ୍ପିଟାଲ ମାଧ୍ୟମରେ ଏବଂ ଟର୍ସିଆରୀ କେୟାର ବା ଅତିବିଶିଷ୍ଟ ଚିକିତ୍ସା 19 ଟି ଟିଇଅପ ହସ୍ପିଟାଲ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହି ଅଧିନିୟମ ଅନୁସାରେ, ବିମାଙ୍କିତ ବ୍ୟକ୍ତି ମାନଙ୍କୁ ବିଭିନ୍ନ ନଗଦ ହିତଲାଭ 23 ଟି ଶାଖା କର୍ଯାଳୟ ଓ 1 ଟି ଡି.ସି.ବି.ଓ ମାଧ୍ୟମରେ ପ୍ରଦାନ କରାଯାଉଛି ।
ABOUT US
The ESI Scheme was first implemented in Odisha on 31st Jan’1960 in 05 centres namely, Cuttack, Choudwar, Barang, Rajgangpur and Brajrajnagar in 3 districts covering only 2300 industrial workers. As on 31.01.2023, out of 30 districts the Scheme has been implemented in whole of 26 districts and in partly in 2 districts and 2 districts are yet to be implemented. The Scheme caters Primary Medical Care through 41 Dispensaries and 6 IMP and one EUD, Secondary Medical Care through 6 ESIC/ESIS Hospitals and 13 Tie-up Secondary Care Hospitals and Tertiary Care through 18 tie-up Super-specialty Hospitals. Various Cash Benefits under the provisions of the Act are also made available to our valued Insured Persons through 25 Branch Offices and 01 DCBO.
Last updated / Reviewed : 2023-02-22